29.1 C
Bhubaneswar
Saturday, April 13, 2024
Homeଦେଶ ବିଦେଶମଲ୍ଲିକାର୍ଜୁନ ଖର୍ଗେଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା

ମଲ୍ଲିକାର୍ଜୁନ ଖର୍ଗେଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ ସୁରକ୍ଷା ବଳୟକୁ ଜେଡ୍ ପ୍ଲସ୍ ସୁରକ୍ଷା ବଳୟରେ ରୂପାନ୍ତରିତ କରିଦିଆଯାଇଛି । ଏସମ୍ପର୍କରେ ଗୁରୁବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସିଆରପିଏଫ୍ ଅର୍ଦ୍ଧସାମରିକ ବଳର କମାଣ୍ଡୋ ଏଣିକି ମଲ୍ଲିକାର୍ଜୁନ ଖର୍ଗେଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରିବେ । ସୁରକ୍ଷା ବ୍ୟବସ୍ଥାରେ ସିଆରପିଏଫ୍‌ର ପ୍ରାୟ ୫୮ କମାଣ୍ଡୋ ଖର୍ଗେଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking