ମାଲକାନଗିରି ହିଂସା: ଆଜି ରାତି ୧୨ଟା ଯାଏ ପୁଣି ବଢିଲା ଇଣ୍ଟରନେଟ ସେବା
ମାଲକାନଗିରି: ମାଲକାନଗିରି ପୁଣି ବଢିଲା ଇଣ୍ଟରନେଟ କଟକଣା । ଗତକାଲି ଆହୁରି ୨୪ ଘଣ୍ଟା ବଢିଛି କଟକଣା । ଆଜି ରାତି ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏବେ ଏମ-ଭି ୨୬ ଗାଁରେ ଫେରୁଛି ଶାନ୍ତି । ୨ ଗୋଷ୍ଠୀ ମଧ୍ୟରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଶାନ୍ତି ପାଇଁ ସହମତି ପରେ ଗାଁକୁ ଫେରୁଛି ଶାନ୍ତି … Continue reading ମାଲକାନଗିରି ହିଂସା: ଆଜି ରାତି ୧୨ଟା ଯାଏ ପୁଣି ବଢିଲା ଇଣ୍ଟରନେଟ ସେବା
Copy and paste this URL into your WordPress site to embed
Copy and paste this code into your site to embed