34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବିଷାକ୍ତ ଫଳ ଖାଇ ୮ ଜଣ ଶିଶୁ ଗୁରୁତର 

ବିଷାକ୍ତ ଫଳ ଖାଇ ୮ ଜଣ ଶିଶୁ ଗୁରୁତର 

ମାଲକାନଗିରି : ବିଷାକ୍ତ ଫଳ ଖାଇ ୮ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ଏହି ଘଟଣାଟି ହେଉଛି ମାଲକାନଗିରି ଜିଲ୍ଲା ସିନ୍ଧ୍ରିମାଳ ପଞ୍ଚାୟତ ବରକୋଳିଗୁଡା ଓ ଇଜରିଆଗୁଡା ଗ୍ରାମରେ ଘଟିଛି ଏହି ଅଘଟଣ । ଏହି ଗ୍ରାମରେ ନିକଟରେ ଥିବା ଅଙ୍ଗନବାଡି କେନ୍ଦ୍ରର ପାଖରେ ଥିବା ବିଷାକ୍ତ ଫଳ ଖାଇ ୮ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ ପୁଅ ଓ ୬ ଜଣ ଝିଅ ଅଛନ୍ତି । ସମସ୍ତ ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି , ତେବେ ପ୍ରଫୁଲ କୁମାର ବେହେରା କହିବାଅନୁଯାୟୀ, ଚିକିତ୍ସା ପରେ ୮ଜଣ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି ଜଣାପଡୁଛି l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking