ଜଙ୍ଗଲ ବୟ ରାଜେଶ

ମାଲକାନଗିରି : କାଲିମେଳା ବ୍ଲକ ଅନ୍ତର୍ଗତ mv79 ଗ୍ରାମର ପ୍ରତିଭା ବାନ ଛାତ୍ର ରାଜେଶ । ତେବେ ନିଶା କିନ୍ତୁ ଭିନ୍ନ ଗେଟ କଲିଫାଇ କରି nit ଭୋପାଲ M. Tech କରିଛିନ୍ତି ଭଲ ଚାକିରୀର ସୁଯୋଗ ମିଳିଥିଲେ ମଧ୍ୟ ହେଲେ ଚାକିରୀ ନୁହଁ ଚିନ୍ତା କଲେ ଅନ୍ୟ ପାଇଁ କିଛି କରିବାକୁ ଆଉ ଵନିଯାଇଛନ୍ତି । ସରଭାଇଭର ଡିସ୍କୋବରୀ ଚ୍ୟାନେଲର ଲୋକପ୍ରିୟ ବିଏଅ ଗ୍ରୀସ୍ ଙ୍କ କାମରେ ଅନୁପ୍ରାଣିତ ହୋଇ ବନଜଙ୍ଗଲ ପାହାଡ଼ର ପ୍ରତିକୂଳ ପରିସ୍ଥିତିର ମୂକାବୀଲା କରି ବଞ୍ଚି ରହିବାର କୌଶଳ ଶିଖଉଛନ୍ତି ।
ମାଲକାନଗିରିର ଜିଲ୍ଲା ଏମ. ଭି 79 ଗ୍ରାମର ରାଜେଶ ମଣ୍ଡଳ ନିଜ ସିରିଜ୍ ସବୁ ୟୁଟୁବ ରେ ଉପଲୋଡ କରି ଛନ୍ତି ନିଜ ଜିଦରେ ଗୋଟିଏ ମାତ୍ର ପୁଅ wild lifeକୁ ନିଶା ଭାବରେ ଗ୍ରହଣ କରିଥିବାରୁ ଅନେକ ବାରଣ ସତୟେ ନ ଶୁଣିଥିବାରୁ ଶେଷରେ ସାମର୍ଥ୍ୟନ କରି ଭବିଷ୍ୟତ କାମନା କରିଛନ୍ତି ବାପା ମା ଭୋପାଲ nit ରେ M. Tech କରିଛନ୍ତି ରାଜେଶ ବଡ ବଡ କମ୍ପାନୀକୁ ସୁଯୋଗ ମିଳିଥିଲା ବାପା ମା ମଧ୍ୟ୍ୟ ଚାକିରୀ ପାଇଁ ବାଧ୍ୟ କରିଥିଲେ ପରେ ପରେ 2000 ଫୁଟ ପାହାଡ ଉପରେ ଚଡି 3 ଦିନ କଟେୟୀ ଥିଲେ ରାଜେଶ । ପରେ ପରେ ବାପା ମା ଏହି ସାହସକୁ ଆପଣାଇଥିଲେ ପରେ ପରେ ବେଆରଙ୍କ ପରି ଏକ ଦକ୍ଷ ବ୍ୟକ୍ତି ହେବାର ଲକ୍ଷ୍ୟ ରଖିଛନ୍ତି ରାଜେଶ। ତେବେ କିଛି ବନ୍ୟ ପ୍ରାଣୀ କିମ୍ବା ସାପ୍ ଗାଁ କିମ୍ବା ଘର ମଧ୍ୟରେ ପଶି ଆସିଲେ ଡାକଥାନ୍ତି ରାଜେଶ ସେ ଆସି ସେହି ସରୀସୃପ ହେଉ କି ପକ୍ଷୀ ହେଉ ସେ ଅତି ଯତ୍ନର ସହିତ ଧରି ଜଙ୍ଗଲରେ ଛାଡ଼ିଦେଇ ଆସେ ତେବେ ରାଜେଶର ଏହିପରି ପଶୁପକ୍ଷୀଙ୍କ ପ୍ରତି ଥିବା ପ୍ରେମ ଭାବକୁ ସମସ୍ତେ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here