31.1 C
Bhubaneswar
Friday, March 29, 2024
Homeଓଡିଶାସେବା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚୁଛି ବିଜୁ ଯୁବ ଓ ଛାତ୍ର ଜନତାଦଳ

ସେବା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚୁଛି ବିଜୁ ଯୁବ ଓ ଛାତ୍ର ଜନତାଦଳ

ମାଲକାନଗିରି : ଆଜି ମାଥିଲି ବ୍ଲକ ଅନ୍ତର୍ଗତ ମାଳିଗୁଡା ଗ୍ରାମର ଅନନ୍ତ ସିଙ୍ଗ୍ରେଡିଙ୍କ ୧୦ ବର୍ଷ ବୟସର ପୁଅ ଅମର ସିଙ୍ଗ୍ରେଡି Sickline ରୋଗରେ ପୀଡ଼ିତ ହୋଇ ମାଲକାନଗିରି ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ‘O’ positive ରକ୍ତ ଦରକାର ପଡିଲା ପରେ ସେମାନେ ମାଲକାନଗିରି ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନଙ୍କୁ ଯୋଗାଯୋଗ କରିବାରୁ ମାଲକାନଗିରି ବିଜୁ ଛାତ୍ର ଜନତା ଦଳର ସଭାପତି ତାପସ ରଞ୍ଜନ ନାୟକ,A.ରାଜୁ, କଣ୍ଟେଶ୍ୱର ପାଟଲା,ସୁକେଶ ସୁନା, ମନୋଜ ପଟ୍ଟନାୟକ, M.ରାହୁଲ ରାଓ ‘O’ positive ରକ୍ତ ଦାତା ଅନୂରୂପ ପଟ୍ଟନାୟକଙ୍କୁ ନେଇ ବ୍ଲଡବ୍ୟାଙ୍କରେ ପହଞ୍ଚି ରକ୍ତଦାନ କରେଇଥିଲେ। ଏହା ବ୍ୟତୀତ ଆଗାମୀ ଦିନରେ ଏମିତି ସେବା ଯୋଗାଇ ଦେବା ଲାଗି ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking