31.1 C
Bhubaneswar
Friday, March 29, 2024
Homeଓଡିଶାଗଞ୍ଜେଇ ଚୋରା ଚାଲାଣ ବେଳେ କାରରେ ଲାଗିଲା ନିଆଁ

ଗଞ୍ଜେଇ ଚୋରା ଚାଲାଣ ବେଳେ କାରରେ ଲାଗିଲା ନିଆଁ

ମାଲକାନଗିରି : ଏକ ଗଞ୍ଜେଇ ବୋଝେଇ କାରରେ ଲାଗିଛି ନିଆଁ । ସୂଚନା ଅନୁଯାୟୀ, ଉକ୍ତ କାରରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା, ହେଲେ କାରରେ କେହି ନଥିବା ଜଣାପଡ଼ିଛି । ଉକ୍ତ ଘଟଣାଟି ମାଲକାନଗିରି ଜିଲ୍ଲା ୩୨୬ନଂ ଜାତୀୟ ରାଜପଥର ଏମ.ଭି ୧୬ ନଂ ନିକଟରେ ଘଟିଛି । ଏକ ଗଛ ତଳେ ନିଆରେ ଜଳିଥିବାର ଦେଖି କିଛି ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କିଛି ସମୟ ପରେ ଦମକଳ ବାହୀନ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ଏହି ଗଞ୍ଜେଇ ଚୋରା ଚାଲାଣ ବିଷୟରେ ଜଣାପଡିଲା । ହେଲେ ଘଟଣା ସ୍ଥଳରେ କୌଣସି ସୁରଖ ନ ମିଳିଥିବାରୁ ଏହା କେଉଁ ବ୍ୟକ୍ତିଙ୍କ କାର ବୋଲି ସ୍ପଷ୍ଟ ପ୍ରମାଣିତ ହୋଇପାରି ନାହିଁ ଏବଂ ଅନ୍ୟପକ୍ଷରେ ଏହାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking