33.1 C
Bhubaneswar
Wednesday, April 24, 2024
Homeଅପରାଧବିଧବା ଏବଂ ତାଙ୍କ ପରିବାର କୁ ନିସ୍ତୁକ ମାଡ଼

ବିଧବା ଏବଂ ତାଙ୍କ ପରିବାର କୁ ନିସ୍ତୁକ ମାଡ଼

 ମାଲକାନଗିରି : ଜମି ବିବାଦ କୁ ନେଇ ବିଧବା ଏବଂ ତାଙ୍କ ପରିବାର କୁ ନିସ୍ତୁକ ମାଡ଼ । ମାଲକାନଗିରି ଜିଲ୍ଲାର ଏମ୍ପିଭି 10 ଗ୍ରାମର ଜଣେ ବିଧବା ମହିଳା ସେଫାଳି ବିଶ୍ୱାସ ଙ୍କ ନିଜସ୍ୱ ପଟା ଜମି ରେ  ଉକ୍ତ ଗ୍ରାମର ବିଜନ ମଜୁମଦର ଏବଂ ତାଙ୍କ ପରିବାର ଲୋକେ ଜୋର ଜବରଦସ୍ତ  ପଶି ଚାଷ କରୁଥିଲେ । ଏହା ଦେଖି ସେଫାଳି ଏବଂ ତାଙ୍କ ପୁଅ ବୋହୂ ଏହି ଘଟଣା କୁ ବିରୋଧ କରିଥିଲେ । ତେବେ ଏହାକୁ ନେଇ ବିଜନ ଏବଂ ତାଙ୍କ ଭାଇ ମାନେ ମିଶି ସେଫାଳି ଙ୍କ ପରିବାର କୁ ପ୍ରଥମେ ଜମିରେ ଗୋଡେଇ ଗୋଡେଇ ପିଟିଥିଲେ , ଏବଂ ପରେ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ସେଫାଳି ଙ୍କ ପରିବାର ତରଫରୁ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି ।
-ପ୍ରଭାତ ସାହାଙ୍କ ରିପୋର୍ଟ
https://onakhabar.com/murder-case-86/
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking