32.1 C
Bhubaneswar
Thursday, March 28, 2024
Homeଅପରାଧସନ୍ଦେହ ଘେରରେ ମାଲକାନଗିରି ଜିଲ୍ଲାପାଳ ବ୍ୟକ୍ତିଗତ ସହାୟକ ଙ୍କ ମୃତ୍ୟୁ

ସନ୍ଦେହ ଘେରରେ ମାଲକାନଗିରି ଜିଲ୍ଲାପାଳ ବ୍ୟକ୍ତିଗତ ସହାୟକ ଙ୍କ ମୃତ୍ୟୁ

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା ନିଖୋଜ ଥିବା ଜଣାପଡ଼ିଛି । ଗତକାଲି ଅଫିସରୁ ଘରକୁ ଫେରିନଥିବା ପରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଗତକାଲି ଠାରୁ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ତାଙ୍କ ମଟର ସାଇକେଲ ମାଲକାନଗିରି ସତୀଗୁଡା ଜଳଭଣ୍ଡାର ନିକଟରୁ ଉଦ୍ଧାର ପରେ ଅଗ୍ନିଶମ ବିଭାଗ ର କର୍ମଚାରୀ ଜଳଭଣ୍ଡାର ରେ ସର୍ଚ୍ଚ ଅପରେସନ କରିଥିଲେ । ତେବେ ଏହି ସମୟରେ ତାଙ୍କ ମୃତ ଦେହ ଜଳଭଣ୍ଡାର ମଧ୍ୟରୁ ଉଦ୍ଧାର ହୋଇଛି ।ଅଫିସ ଚାପ ଯୋଗୁଁ ଆତ୍ମ ହତ୍ୟା କରିଥିବା ଅଭିଯୋଗ ଆଣିଲେ ଦେବ ନାରାୟଣ ଙ୍କ ପତ୍ନୀ।ଏନେଇ ମାଲକାନଗିରି ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking