ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା


ମାଲକାନାଗିରି : ଜିଲ୍ଲାପାଳ ମନୀଷ ଅଗ୍ରୱାଲ ନାଁରେ ହତ୍ୟା ମାମଲା । ଜିଲ୍ଲାପାଳଙ୍କ ସମେତ ୪ ଜଣ ଅନ୍ୟ ସହକର୍ମୀଙ୍କ ବିରୁଦ୍ଧରେ ମଧ୍ୟ ଏହି ମାମଲା ରୁଜୁ ହୋଇଛି । ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ ଦେହ ସତୀଗୁଡ଼ା ଜଳଭଣ୍ଡାରରୁ ମିଳିଥିଲ । ଏନେଇ ହତ୍ୟା ସନ୍ଦେହରେ ପରିବାରବର୍ଗ ଅଦାଲତକୁ ଯାଇଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଲକାନାଗିରି ପୋଲିସ ମାମଲା ରୁଜୁ କରିଥିଲ । ଜିଲ୍ଲାପାଳଙ୍କ ନାଁରେ ଆଇପିସି ଧାରା ୩୦୨, ୧୨୦ (ବି),୫୦୬ ଅନ୍ତର୍ଗତ ମାମଲାରେ ତଦନ୍ତ ଚାଲୁରହିଛି ।

LEAVE A REPLY

Please enter your comment!
Please enter your name here