33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦୀର୍ଘ ଛଅ ବର୍ଷ ପରେ ମାଳି ପର୍ବତ ସୁରକ୍ଷା ସମିତିର ସଭ୍ୟ ଚୟନ

ଦୀର୍ଘ ଛଅ ବର୍ଷ ପରେ ମାଳି ପର୍ବତ ସୁରକ୍ଷା ସମିତିର ସଭ୍ୟ ଚୟନ

କୋରପୁଟ : କୋରପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକର ଚାରିଗୋଟି ପଞ୍ଚୟାତ ତଥା ପାଖଝଲା ଗ୍ରାମପଞ୍ଚୟତ, ଦଳେଇଗୁଡା ଗ୍ରାମପଞ୍ଚାୟତ ,ସୋରିଷପଦର ଗ୍ରାମପଞ୍ଚାୟତ, ଖୁଡ଼ି ଗ୍ରାମପଞ୍ଚାୟତବାସୀ ନିର୍ଭର କରୁଥିବା ମାଳି ପାର୍ବତ ସୁରକ୍ଷା ସମିତି ମାଳିଗୁଡାର ସୋରିଷପଦର ଗ୍ରାମପଞ୍ଚାୟତର ଡେକା ପାର ଗାଁରେ ନୂତନ ସଭାପତି ଉପସଭାପତି, ସମ୍ପାଦକ ଚୟନ ନିମନ୍ତେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ମାଳି ପର୍ବତ ସୁରକ୍ଷାସମିତିର ନୁତନ ସଭାପତି ଭାବେ ଶ୍ରୀବିଜୟ ଖିଲ, ସମ୍ପାଦକ ଅଭି ସଡ଼ାପେଲି ,ଉପସଭାପତି ଦାସ ଖରା, ସହ ସମ୍ପାଦକ ଗାରଧନ ଖିଲଙ୍କୁ ଚୟନ କରାଯାଇଛି । ମାଳି ପର୍ବତ ସୁରକ୍ଷା ସମିତି ର ନିୟମ ଅନୁଯାୟୀ ଛଅ ବର୍ଷ ପରେ ଏହି କମିଟିର କର୍ମ କର୍ତ୍ତା ଚୟନ କରିଥିବା କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking