34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକରୋନାକୁ ହରାଇଲେ ମଲାଇକା

କରୋନାକୁ ହରାଇଲେ ମଲାଇକା

ମୁମ୍ବାଇ: କରୋନାକୁ ହରାଇଛନ୍ତି ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋରା । କରୋନାରୁ ସୁସ୍ଥ ହୋଇଥିବା ନେଇ ସେ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ଏହାସହ ସେ ତାଙ୍କ ଫ୍ୟାନ୍ସ , ସାଙ୍ଗସାଥୀ ଓ ପରିବାର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । କିଛି ଦିନ ପୂର୍ବେ କରୋନାରେ ସେ ଆକ୍ରାନ୍ତ ହୋଇଥିବା ବେଳେ ସେ ଆଜି ସୁସ୍ଥ ହୋଇଛନ୍ତି । ଏହାସହ ସେ ବହୁତ ଦିନ ପରେ ରୁମରୁ ବାହାରିଛନ୍ତି ଓ ଏହାସହ ଏକ ମାସ୍କ ପିନ୍ଧା ଫଟୋ ତାଙ୍କର ସେୟାର କରିଛନ୍ତିି ।

ମଲାଇକା ଆରୋରା,ଗତ ସେପ୍ଟେମ୍ବର ୭ ତାରିଖରେ, କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିଲେ । ତେବେ ସେ ଏବେ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଡେଟ କରିଛନ୍ତି । ସେ ଲେଖିଛନ୍ତି ଯେ, ବହୁତ ଦିନ ବ୍ୟବଧାନରେ ସେ ଘରୁ ବାହାରିଛନ୍ତି । କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସେ ନିଜକୁ ହୋମ ଆଇସୋଲେସନରେ ରଖାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking