31.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗରାଇରଙ୍ଗପୁର ଠରେ ବଡ଼ ଧରଣର ଦୁର୍ଘଟଣା ; ୨୫ରୁ ଉର୍ଦ୍ଧ ଆହତ

ରାଇରଙ୍ଗପୁର ଠରେ ବଡ଼ ଧରଣର ଦୁର୍ଘଟଣା ; ୨୫ରୁ ଉର୍ଦ୍ଧ ଆହତ

ରାଇରଙ୍ଗପୁର : ରାଇରଙ୍ଗପୁର ଠାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏକ ଯାତ୍ରୀ ବାହୀ ବସ ଓଲଟି ୨୫ ରୁ ଉର୍ଦ୍ଧ ଲୋକ ଆହତ ହୋଇଛନ୍ତି ଓ ୧୦ ଗୁରୁତର ହୋଇଚନ୍ତି । ଗ୍ରାମାଞ୍ଚଳ ଥାନା ହାତୀବାରୀ ଠାରେ ବସଟି ଓଲଟି ଯାଇଥିଲ । ତେବେ ଅଗ୍ନସମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସଟି ବାରିପଦା ଯାଉଥିଲା ବେଳେ ଏପରି ଦୁର୍ଘଟଣା ହୋଇଛି । ବସ ଟିରେ ୫୦ରୁ ଉର୍ଦ୍ଧ ଯାତ୍ରୀ ଥିବା ଜଣା ପଡ଼ଛି । ସମସ୍ତ ଆହତ ଓ ଗୁରୁତରଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking