ବାଇକ ଚୋରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ସଇଁନ୍ତଲା: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନାର ଅନେକ ଗାଁରୁ ବେଧଡ଼କ ଭାବେ ବିଭିନ୍ନ ବାଇକ ଚୋରୀ ବଢ଼ିବାରେ ଲାଗିଥିଲା l ଖଲିଆପାଳି ଗାଁର ସୁଶାନ୍ତ ସାହୁ ଙ୍କ ବାଇକ ଚୋରୀ ହୋଇଥିବା ନେଇ ସୁଶାନ୍ତ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ କୁ ପୁଲିସ ଭିତ୍ତି କରି କେସ ନମ୍ବର 128/23ଏକ ମାମଲା ରୁଜୁ କରିଥିଲେ ଏବଂ ତଦନ୍ତ ଜାରି ରଖିଥିଲା ସଇଁନ୍ତଲା ପୁଲିସ l ଗତ ଶୁକ୍ରବାର ଦିନ କୁମ୍ଭାରୀ ଗାଁର ଖେଳ ପଡିଆ ରେ … Continue reading ବାଇକ ଚୋରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ