26.7 C
Bhubaneswar
Friday, April 19, 2024
Homeଓଡିଶାମହର୍ଷି ବାଲ୍ମିକୀ ଜୟନ୍ତୀ ପାଳିତ

ମହର୍ଷି ବାଲ୍ମିକୀ ଜୟନ୍ତୀ ପାଳିତ

କୋରପୁଟ: କୋରପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାତଲୁଙ୍ଗ ଗ୍ରାମପଞ୍ଚାୟତ ର ଓଡିଶା ଆନ୍ଦ୍ର ସୀମାନ୍ତ ରେ ଥିବା ମୁକ୍ତି ଆମ୍ବ ରାଜଗୁମ୍ପା ନିକଟସ୍ଥ ମହର୍ଷି ବାଲ୍ମିକୀ ଆଶ୍ରମରେ ମହର୍ଷି ବାଲ୍ମିକୀ ଋଷି ଙ୍କ ଜୟନ୍ତୀ ଉପଲକ୍ଷେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ କର୍ମ ରେ ଅଞ୍ଚଳବାସୀ ଓ ନନ୍ଦପୁର ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ପାଙ୍ଗି, କୋରପୁଟଜିଲାପରିଷଦ ଉପାଧ୍ୟକ୍ଷ ନାର୍ସୁଲ କାମୁଡ଼ି,ଯୁବ ନେତା ମୁରୁଲି ଖୁଡା ପ୍ରମୁଖ ବାଲ୍ମିକୀଜୟନ୍ତୀ ଉପଲକ୍ଷେ ଗୁମ୍ଫା ର ଉନ୍ନତି କରଣ ପାନ୍ତ ନିବାସ ନିମନ୍ତେ ଆଲୋଚନା କରିଥିଲେ ।ଏହି ଆଶ୍ରମ ରାଜଗୁମ୍ପା ଠାରେ ସ୍ୱାଧୀନ ସଂଗ୍ରାମୀ ଆଦିବାସୀ ଆଲୁରି ସିତରାମ ରାଜୁ ଆତ୍ମ ଗୋପନ କରି ବ୍ରିଟିଶ ସରକାର ଙ୍କୁ ଯୁଦ୍ଧ କରୁଥିଲେ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି। ଏହା ଏକ ପର୍ଯ୍ୟଟନ ସ୍ଥଳୀ ଜିଲ୍ଲା ପ୍ରଶାସନ ଏହି ଆଶ୍ରମ ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ବାସିଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking