ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ବଢୁଛି ବିଦ୍ରୋହୀ ସିନ୍ଧେ ଗୋଷ୍ଠୀର ବଳ
ମୁମ୍ବାଇ: ଜାରି ରହିଥିବା ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । କିଛି ହାତ ଗଣତି ନେତାଙ୍କୁ ଛାଡିଦେଲେ ଉଦ୍ଧବଙ୍କ ଶିବିର ଯେତିକି ଖାଁ ଖାଁ ହେବାରେ ଲାଗିଛି, ଅନୁପୂର ଭାବେ ବିଦ୍ରୋହୀ ସିନ୍ଧେଙ୍କ କ୍ୟାମ୍ପ ମଧ୍ୟ ସେତିକି ଶକ୍ତିଶାଳୀ ହେବାରେ ଲାଗିଛି । ଘଟଣାର କ୍ରମବିକାଶଃରେ ଆଜି ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ ସୁରଟରୁ ଗୌହାଟୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଗତ କିଛି … Continue reading ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ବଢୁଛି ବିଦ୍ରୋହୀ ସିନ୍ଧେ ଗୋଷ୍ଠୀର ବଳ
Copy and paste this URL into your WordPress site to embed
Copy and paste this code into your site to embed