28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ: ଶପଥ ନେଲେ ବିଧାୟକ

ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ: ଶପଥ ନେଲେ ବିଧାୟକ

ନୂଆଦିଲ୍ଲୀ : ଶପଥ ନେଲେ ବିଧାୟକ। ଦୀର୍ଘ ୪୦ ଦିନ ପରେ ଆଜି ବହୁ ପ୍ରତୀକ୍ଷିତ ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ହେଇଛି । ପୂର୍ବାହ୍ନ ୧୧ଟାରେ ରାଜଭବନରେ ଶପଥପାଠ ଉତ୍ସବ ଆରମ୍ଭ ହେଇ ଯାଇଛି । ଏଥିସହିତ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ମିଳିଥିବା ସୂଚନା ଅନୁଯାୟୀ ବିଜେପିରୁ ରାଧାକ୍ରିଷ୍ଠ ଭିକେ ପାଟିଲ , ଚନ୍ଦ୍ରକାନ୍ତ ପାଟିଲ , ସୁରେଶ ଖାଡେ, ଗିରୀଶ ମହାଜନ , ମଙ୍ଗଲ ପ୍ରଭାତ ଲୋଡା,ବିଜୟକୁମାର ଗାଭିଟ , ସୁଧୀର ମୁଗାନ୍ତିୱାର,ଅତୁଲ ସେଭ ଏବଂ ସିଦେ ଗୋଷ୍ଠୀରୁ ଉଦୟ ସାମନ୍ତ , ଦାଦା ଭୁସେ , ସନ୍ଦୀପନ ଭୁମ୍ରେ , ସଞ୍ଜୟ ରାଥୋଡ ଏବଂ ଗୁଲାବ୍ରାଓ ପାଟିଲ,ଅବଦୁଲ ସତ୍ତର,ଦୀପକ କେସରକର, ,ଶମ୍ଭୁରାଜେ ଦେଶାଇ, କ୍ୟାବିନେଟ୍‌ରେ ସାମିଲ ହୋଇଛନ୍ତି । ନନ୍ଦେଦ ଗସ୍ତରୁ ଫେରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଆଜି ପ୍ରଥମ ପର୍ଯ୍ୟାୟରେ ୧୨ ଜଣ ମନ୍ତ୍ରୀ ଶପଥ ନେବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ମନ୍ତ୍ରୀ ସାମିଲ ହେବା ଅନୁମାନ କରାଯାଉଛି । ମନ୍ତ୍ରୀମାନଙ୍କୁ ଚୟନ କରିବା ପାଇଁ ଫଡ଼ନାବିସଙ୍କ ବାସଭବନରେ ଗତକାଲି ଏକ ବୈଠକ ହୋଇଥିଲା ।

ତେବେ ଜାଣି ରଖନ୍ତୁ ମହାରାଷ୍ଟ୍ର କ୍ୟାବିନେଟ୍ ବିସ୍ତାର: ଆଜି ବିଜେପି ବିଧାୟକମାନେ କିଏ ?
ରାଧାକ୍ରିଷ୍ଠ ଭିକେ ପାଟିଲ
ଚନ୍ଦ୍ରକାନ୍ତ ପାଟିଲ
ସୁରେଶ ଖାଡେ
ଗିରୀଶ ମହାଜନ
ମଙ୍ଗଲ ପ୍ରଭାତ ଲୋଡା
ବିଜୟକୁମାର ଗାଭିଟ
ସୁଧୀର ମୁଗାନ୍ତିୱାର
ଅତୁଲ ସେଭ

ସେହି ଭଳି ମହାରାଷ୍ଟ୍ର କ୍ୟାବିନେଟ ବିସ୍ତାର: ଶିବସେନା ବିଧାୟକମାନେ କିଏ ?
ଉଦୟ ସାମନ୍ତଦାଦା ଭୁସେ
ସନ୍ଦୀପନ ଭୁମ୍ରେ
ସଞ୍ଜୟ ରାଥୋଡ
ଗୁଲାବ୍ରାଓ ପାଟିଲ
ଅବଦୁଲ ସତ୍ତର
ଦୀପକ କେସରକର
ଶମ୍ଭୁରାଜେ ଦେଶାଇ,

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking