ମହାଲିଙ୍ଗ-ଅରୁଣ ମୁହାଁମୁହିଁ

ଭୁବନେଶ୍ୱର : ଆଜି ବିଧାନସଭା ବଜେଟର ୪ର୍ଥ ଅଧିବେଶନ । ଆଜି ପ୍ରଶ୍ନକାଳ ଆରମ୍ଭରୁ ସୁରୁଖୁରୁରେ ଚାଲିଥିଲା ଗୃହ ତେବେ ତାହା ହୋଇପାରିଲା ନାହିଁ । ଶୂନ୍ୟକାଳରେ ମନ୍ତ୍ରୀ ମୁକେଶ ମହାମିଙ୍ଗ-ବିଧାୟକ ଅରୁଣ ସାହୁ ମୁହାଁମୁହିଁ । ବିଧାନସଭାରେ ପ୍ରୋସିଡିଂକୁ ନେଇ ଦୁଇ ନେତା କଥା କଟାକଟି । ବିରୋଧୀଦଳ ନେତାଙ୍କୁ ଗିରଫ କରାଯାଉ ସଂସଦୀୟ ମନ୍ତ୍ରୀ କହିଛନ୍ତି । ମନ୍ତବ୍ୟକୁ ପ୍ରୋସିଡିଂରୁ ବାଦ ଦିଆଯାଉ, ମହାଲିଙ୍ଗ ଦୁଃଖ ପ୍ରକାଶ କରନ୍ତୁ । ଯାହା ସାହାସ ଅଛି … Continue reading ମହାଲିଙ୍ଗ-ଅରୁଣ ମୁହାଁମୁହିଁ