ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ନରସିଂହପୁର: ଭିଜିଲାନ୍ସ ଜାଲରେ ବଡମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ । ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡାଙ୍କୁ ଧରିଲା ଭିଜିଲାନ୍ସ । ବିଲ୍ ପାସ କରିବାକୁ ଠିକାଦାରଙ୍କ ଠାରୁ ୩୦ ହଜାର ଲାଞ୍ଚ ନେଉଥିଲେ । ସରକାରୀ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ । ସହିଦଙ୍କୁ ଶେଷ ସଲାମ୍ ଦେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ