29.1 C
Bhubaneswar
Friday, April 26, 2024
Homeଓଡିଶାମା ଦୁର୍ଗା ଙ୍କର ସପ୍ତମୀ ପୂଜା ପାଳନ

ମା ଦୁର୍ଗା ଙ୍କର ସପ୍ତମୀ ପୂଜା ପାଳନ

ନୟାଗଡ : ନୟାଗଡ ଜିଲ୍ଲାର ସାର୍ବଜନୀନ ଦୁର୍ଗା ପୂଜା କମିଟି ଆନୁକୂଲ୍ୟରେ ସିଂହବାହିନୀ ମା ଦୁର୍ଗା ଙ୍କର ସପ୍ତମୀ ପୂଜା ପାଳନ ଅବସରରେ ସକାଳୁ କରୋନାର ପ୍ରଶାସନିକ ନୀତି ନିୟମକୁ ମାନି ଅନୁଷ୍ଠାନର ନିରଞ୍ଜନ ମିଶ୍ର ଓ ସୁମନ କୁମାର ସାହୁଙ୍କ ତତ୍ୱାବଧାନରେ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହେବା ସହ ମାଙ୍କପୂଜା ନୀତି ଅନୁଯାଇ କଳସିରେ ପାଣି ଆସି ସଭ୍ୟ ମାନଙ୍କ ଦ୍ୱାରା ସପ୍ତମୀ ଅନୁଯାଇ ପୂଜା ନୀତି ଆରମ୍ଭ ହୋଇଥିଲା । ପୂଜା ବେଳେ ଦର୍ଶନ କରିବାକୁ ଆସିଥିବା ଭକ୍ତ ଗହଣରେ ଉତ୍ସାହ ଦେଖିବାକୁ ମିଳିଥିଲା । ସମସ୍ତ ଭକ୍ତ କରୋନାର ନୀତିନିୟମ ମାନି ମାଙ୍କୁ ଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking