28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗ୩୧ ଜାନୁୟାରୀ ଭିତରେ ସିଲିଣ୍ଡର ବୁକ କରି ପାଆନ୍ତୁ ସଂପୂର୍ଣ୍ଣ କ୍ୟାସବ୍ୟାକ

୩୧ ଜାନୁୟାରୀ ଭିତରେ ସିଲିଣ୍ଡର ବୁକ କରି ପାଆନ୍ତୁ ସଂପୂର୍ଣ୍ଣ କ୍ୟାସବ୍ୟାକ

ନୂଆଦିଲ୍ଲୀ: ଚଳିତମାସ ଶେଷ ଅର୍ଥାତ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଆପଣଙ୍କୁ ଏଲପିଜି ସିଲିଣ୍ଡର ମାଗଣାରେ ମିଳିପାରେ । ଏହି ଅଫର ଅନୁସାରେ, ସିଲିଣ୍ଡର ବୁକ କରିବା ପରେ ପୁରା ପଇସା ରିଟର୍ଣ୍ଣ ମିଳିପାରେ । ମିଳୁଥିବା ଅଫର ଅନୁସାରେ, ଯେତିକି ପଇସା ଦେଇ ଆପଣ ସିଲିଣ୍ଡର ବୁକ କରିବେ ପ୍ରାୟ ସେତିକି ପଇସା ଆପଣଙ୍କୁ ଫେରାଇ ଦିଆଯିବ । ବାସ୍ତବରେ ଏହି ଅଫର ମୋବାଇଲ ୱାଲେଟ ପ୍ଲାଟଫର୍ମ ପେଟିଏମ ନିଜ ଗ୍ରାହକଙ୍କୁ ପ୍ରଦାନ କରୁଛି । ଏଥିରେ ଗ୍ରାହକଙ୍କୁ ମାତ୍ର ଥରେ ପେଟିଏମ ମାଧ୍ୟମରେ ସିଲିଣ୍ଡର ବୁକ କରିବାକୁ ପଡିବ । ପେଟିଏମର ଏହି ଅଫର ସମସ୍ତ କମ୍ପାନୀର ଗ୍ୟାସ କନେକ୍ସନ ଉପରେ ମିଳିବ । ଏହି ଅଫର କେବଳ ସେହି ଗ୍ରାହକଙ୍କୁ ମିଳିବ ଯିଏ ପ୍ରଥମଥରପାଇଁ ପେଟିଏମ ସାହାଯ୍ୟରେ ଗ୍ୟାସ ସିଲିଣ୍ଡର ବୁକ କରୁଛନ୍ତି ।
ଅଫରର ଫାଇଦା ଉଠାଇବା ପାଇଁ ଆପଣଙ୍କ ମୋବାଇଲରେ ପେଟିଏମ ଆପ ରହିବା ଦରକାର । ଆଉ ପେଟିଏମ ମାଧ୍ୟମରେ ସିଲିଣ୍ଡର ବୁକ କରିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking