37.1 C
Bhubaneswar
Thursday, March 28, 2024
Homeଅପରାଧପ୍ରେମିକାର ଅତ୍ୟାଚାର ହେଲା ଅସହ୍ୟ: ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲା ପ୍ରେମିକ....

ପ୍ରେମିକାର ଅତ୍ୟାଚାର ହେଲା ଅସହ୍ୟ: ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲା ପ୍ରେମିକ….

ଭୁବନେଶ୍ୱର : ପ୍ରେମିକାର ଅତ୍ୟାଚାର ସହି ନପାରି ଆତ୍ମହତ୍ୟା କରିଛି ପ୍ରେମିକ । ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ଅଞ୍ଚଳରେ । ବ୍ୟବସାୟୀ ତଥା ମଡେଲ ସୌମ୍ୟ ଆତ୍ମହତ୍ୟା କରିଛନ୍ତି । ଏହା ସହିତ ସୁଇସାଇଡ ନୋଟରେ ପ୍ରେମିକା ସୋନାଲି ନନ୍ଦଙ୍କୁ ଦାୟୀ କରି ଆତ୍ମହତ୍ୟା କରିଛନ୍ତି । ପ୍ରେମିକା ସାରସ୍ୱତ ନାମକ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡିଥିଲେ । ଏହାକୁ ସହ୍ୟ କରି ନପାରି ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ ପ୍ରେମିକ । ଦୁଇ ବର୍ଷ ତଳେ ଏକ ଜିମରେ ଉଭୟଙ୍କ ସୌମ୍ୟ ଓ ସୋନାଲିଙ୍କ ମଧ୍ୟରେ ଦେଖା ହୋଇଥିଲା । ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ମଧ୍ୟ ହୋଇଥିଲା । ଏପରିକି ଉଭୟ ଏକାଠି ମଧ୍ୟ ରହୁଥିଲେ । କମ ଦିନ ମଧ୍ୟରେ ଉଭୟଙ୍କ ବିବାହ ହୋଇଥା’ନ୍ତା ବୋଲି କହିଛନ୍ତି ସୌମ୍ୟଙ୍କ ଭିଣୋଇ । ସୋନାଲି ତାଙ୍କୁ ଚିଟ୍ କରୁଥିବା ନେଇ ଦୀର୍ଘ ୨୯ ଦିନ ହେବ ମନସ୍ତାପରେ ରହିଥିଲେ ସୌମ୍ୟ । ଶେଷରେ ବିଫଳ ପ୍ରେମିକ ସୌମ୍ୟ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking