ପ୍ରେମ ନେଲା ପ୍ରେମିକର ଜୀବନ

ନୂଆଦିଲ୍ଲୀ: ପ୍ରେମ  ପରିବ୍ୟାପ୍ତ ସାଗରର ସୀମାହୀନ ଢ଼େଉ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ  ଆଉ ହୃଦୟର ସମ୍ପର୍କ ବହୁ ନିବିଡ଼ । ପ୍ରେମିକା ହେଉ ବା ପ୍ରେମିକ, ସେମାନଙ୍କ ରାଗ ରୁଷା ଅଭିମାନ ସବୁକୁ ଜାବୁଡ଼ି ଧରେ ହୃଦୟ । ଏହା ଏମିତି ଏକ ସମ୍ପର୍କ, ଯାହା ଯୁଗ ଯୁଗର । ହେଲେ ସେହି ପ୍ରେମ ଯେବେ, ଘୃଣା ଓ ସନ୍ଦେହରେ ପରିବର୍ତ୍ତନ ହୁଏ ଜୀବନକୁ ନର୍କ କରିଦିଏ … Continue reading ପ୍ରେମ ନେଲା ପ୍ରେମିକର ଜୀବନ