27.8 C
Bhubaneswar
Wednesday, April 17, 2024
Homeଓଡିଶାଜାଣନ୍ତି କି ..ଚିଠି ରେ କାହିଁକି ଲେଖନ୍ତି ଫର୍ମ ଇୟୋର ଭାଲେଣ୍ଟାଇନ .. ....

ଜାଣନ୍ତି କି ..ଚିଠି ରେ କାହିଁକି ଲେଖନ୍ତି ଫର୍ମ ଇୟୋର ଭାଲେଣ୍ଟାଇନ .. ….

ଭୁବନେଶ୍ୱର : ଆଜି କା ଦିନରେ ଟେକନୋଲଜି ବହୁତ ଅଗ୍ରଗତି କରିଛି ଆଉ  ତା ସହ ତାଳ ଦେଉଛନ୍ତି ଯୁବ ପିଢୀ । ଆପଣ ଚାହିଁଲେ କିଛି ମୁହୁର୍ତ୍ତରେ ନିଜ ଲୋକ ସହ କଥା ହୋଇପାରିବେ,ଖାଲି ସେତିକି ନୁହେଁ  ଭିଡିଓ କଲ ଦ୍ୱାରା  ଦେଖିପାରିବେ । ବିଭିନ୍ନ ଆପ୍ ମାଧ୍ୟମରେ  ଚିଟ ଚାଟ୍ କରିପାରିବେ । ଏବେ ଯୋଗା ଯୋଗର ଜରିଆ ସୂଦୃଢ ହୋଇପାରିଛି । ଗାଁରୁ ସହର , ଦେଶ ରୁ ମହାଦେଶ କୁ ବି ସଂଯୋଗ କରିପାରିବେ ।ଦିନ ଥିଲା ନିଜର ମନ କଥା କହିବାକୁ ବା ଜଣାଇବାକୁ ଲୋକେ ଚିଠି କୁ ମାଧ୍ୟମ କରୁ ଥିଲେ ।

କିନ୍ତୁ ଚିଠି ତଳେ ସବୁ ପ୍ରେମୀ ଯୁଗଳ ଫର୍ମ ଇୟୋର ଭାଲେଣ୍ଟାଇନ … ଲେଖିଥାନ୍ତି ।ଏହାର କାରଣ ହେଲା  ପ୍ରେମ  ପାଇଁ ଅମର ହୋଇଥିବା  ସନ୍ଥ ଭାଲେଣ୍ଟାଇନ୍ ଏକ ପ୍ରେମ ପତ୍ର ତାଙ୍କ  ପ୍ରେମିକାଙ୍କ ପାଇଁ ଲେଖି ଏହାର ତଳେ ଫର୍ମ  ଭାଲେଣ୍ଟାଇନ ଲେଖିଥିଲେ । ସେବେଠାରୁ ପ୍ରତ୍ୟକ ପ୍ରେମୀ ଯୁଗଳ ତାଙ୍କ ପ୍ରେମକୁ ଚିଠି ଲେଖିବାବେଳେ ଫର୍ମ ଭାଲେଣ୍ଟାଇନ୍ ବୋଲି ଲେଖିଥାନ୍ତି ।

https://onakhabar.com/2020/02/01/rose-day/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking