26.7 C
Bhubaneswar
Friday, April 19, 2024
Homeଅପରାଧଯୁବତୀଙ୍କୁ ପ୍ରତାରଣା ଅଭିଯୋଗ, ଯବାନ ଗିରଫ

ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ, ଯବାନ ଗିରଫ

ଭୁବନେଶ୍ୱର:ଦିନକୁ ଦିନ ଲଭ,ସେକ୍ସ, ଧୋକା ଭଳି ଘଟଣା କେଉଁଠି ନା କେଉଁଠି ହେଉଥିବା ଦେଖିବାକୁ ମଳୁଛି । ଗତ କିଛିଦିନ ପୂର୍ବରୁ ଏହିଭଳି ସମାନ ଘଟଣାରେ ରାଜନେତା,ପୋଲିସ କର୍ମଚାରୀ ଏବଂ ଅନ୍ୟ ଯୁବକଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏଭଳି ଏକ ଘଟଣା ଏବେ ରାଜଧାନୀ ଭୁବନେଶ୍ୱର ଅଞ୍ଚଳରେ ପୁଣି ଥରେ ଦେଖିବାକୁ ମିଳିଛି । ଜଣେ ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ପୁଣି ଜଣେ ଯବାନଙ୍କୁ ଗିରଫ କରାଯାଇଛି । ଯୁବତୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିଥଲେ । ଅଭିଯୋଗକୁ କେନ୍ଦ୍ର କରି ଓଏସଏପି ତୃତୀୟ ବାଟାଲିୟନର କନେଷ୍ଟବଳ ରାଜକିଶୋର ଭୋଇଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । କନେଷ୍ଟବଳଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ନୟାପଲ୍ଲୀ ପୋଲିସ ।
https://onakhabar.com/2020/02/08/rape-case-67/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking