ବଡ଼ଦାଣ୍ଡରେ ଟ୍ରଲିରେ ବୁହା ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଯିଏ ବିଶ୍ୱ ନିଅନ୍ତା, ଯାହା ହାତରେ ଦୁନିଆର ଡୋରି, ତାକୁ ସାମାନ୍ୟ ଡୋରିରେ ବାନ୍ଧି ନେଉଛି ଅବୋଧ ମଣିଷ । ପୂର୍ବରୁ ବାଲେଶ୍ୱରରେ ଘଟିଥିବା ଘଟଣାର ପୁନରାବୃତ୍ତି ହୋଇଛି ଶ୍ରୀକ୍ଷେତ୍ର ପୁରୀରେ । ଏଥର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଟ୍ରଲିରେ ବାନ୍ଧି ବୋହିନେଲେ ଚାଳକ । ଏପରି ସ୍ପର୍ଶକାତର ଘଟଣା ପୁରୀ ବଡ଼ଦାଣ୍ଡରେ ଘଟିଥିବା ବେଳେ ଏହା ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ଖୁବ୍‌ କୁଠାରଘାତ କରିଛି। ଗତକାଲି ଅପରାହ୍ନରେ ଜଣେ ଟ୍ରଲି ଚାଳକ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର, … Continue reading ବଡ଼ଦାଣ୍ଡରେ ଟ୍ରଲିରେ ବୁହା ହେଲେ ଚତୁର୍ଦ୍ଧାମୂର୍ତ୍ତି