ରାଜଧାନୀରେ ଲୁଟେରାଙ୍କ ଆତଙ୍କ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରରେ ବିବାହ ମଣ୍ଡପରୁ ଚୋରି । ବିବାହ ଉତ୍ସବରେ ବରଯାତ୍ରୀ ବେଶରେ ଆସି ୯ ଲକ୍ଷରୁ  ଅଧିକ ଟଙ୍କା ଓ ଅଳଙ୍କାର ଚୋରି କରିଛନ୍ତି ଲୁଟେରା । ସିସିଟିଭି ଫୁଟେଜ ମୁତାବକ ମାତ୍ର ୪ ସେକେଣ୍ଡରେ ୯ ଲକ୍ଷ ଟଙ୍କାର ସୁନାଗହଣା ଗାଏବ । ମୁଣ୍ଡରେ ଟୋପି, ସୁଟ୍ ବୁଟ୍ ପିନ୍ଧି ଏକଦମ୍ ବରଯାତ୍ରୀ ବେଶରେ ଆସିଥିଲେ ସମସ୍ତ ଲୁଟେରା ।  ସିସିଟିଭିରେ କଏଦ ହୋଇଥିବା ଏହି ଚୋରି ଏବେ କମିଶନରେଟ୍ ପୁଲିସକୁ ଖୋଲା … Continue reading ରାଜଧାନୀରେ ଲୁଟେରାଙ୍କ ଆତଙ୍କ