28.1 C
Bhubaneswar
Thursday, March 28, 2024
Homeଓଡିଶାଧରାପଡିଲେ 'ମୋ ବସ' ଲୁଟେରା

ଧରାପଡିଲେ ‘ମୋ ବସ’ ଲୁଟେରା

ଭୁବନେଶ୍ୱର : ମେ ବସ୍ ରୁ ଚୋରି କରିଥିବା ୨ ଲୁଟେରା ଗିରଫ । ୨ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଦୁଇ ଲୁଟେରା ସଂଜୟ ସିଂହ ଓ ଗଣେଶ ପ୍ରଧାନ ଗିରଫ । ଚୋରି ମୋବାଇଲ ଫୋନ , ଲାପଟପ୍ , ଟଙ୍କା ଓ, ମନିପର୍ସ ଜବତ ।
ଗତକାଲି ମୋ ବସରୁ ଚୋରି ହୋଇଥିଲା । ୨ ଜଣ ଛାତ୍ରୀଙ୍କ ମୋବାଇଲ ଲୁଟି ନେଇଥିଲେ ଲୁଟେ୍‌ରା । ରାଜଧାନୀର ଏକ ପ୍ରତିଷ୍ଠିତ କଲେଜର ୨ ଛାତ୍ରୀଙ୍କ ମୋବାଇଲ ଲୁଟ୍ ହୋଇଥିଲା । ଲେଡି ଲୁଟେରା ୨ ଛାତ୍ରୀଙ୍କ ମୋବାଇଲ ଲୁଟ କରିଥିବା ପୁଲିସର ସନ୍ଦେହ ହୋଇଥଲା ।ଲୁଟର ଶିକାର ହୋଇଥିବା ୨ ଛାତ୍ରୀ ଥାନାରେ ଅଭିଯୋଗ କରିଥିଲେ । ସେହିପରି ଗତ ବୁଧବାର ଦିନ ମୋ ବସରେ ଜଣେ କ୍ୟାନସର ରୋଗୀଙ୍କ ଠାରୁ ୧୫ ହଜାର ଲୁଟ ହୋଇଥିଲା । ଆଗରୁ ମଧ୍ୟ ମୋ ବସ ରୁ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking