34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମାତିଲେ ଲୁଟେରା

ମାତିଲେ ଲୁଟେରା

ଭୁବନେଶ୍ୱର : ଟ୍ୱିନସିଟିରେ ମାତିଲେ ଲୁଟେରା । ବ୍ୟାଙ୍କ ସାମ୍ନାରୁ ଝାମ୍ଫି ନେଲେ ୫ଲକ୍ଷ । ସୂଚନାନୁସାରେ, ନଖରା ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ସୁନିତା ଜେନା ନାମକ ଜଣେ ମହିଳା ଟଙ୍କା ଉଠାଇ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ଫି ନେଇଥିଲେ । ଦିନକୁ ଦିନ ଟ୍ୱିନସିଟିରେ ଲୁଟତରାଜ ବଢୁଥିଲେ ମଧ୍ୟ ପୋଲିସ ଏହାକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛି । ଦିନକୁ ଦିନ ଲୁଟେରାଙ୍କ ପାଦ୍ରୁଭାବ ଦେଖିବାକୁ ମିଳୁଛି  । ଆଉ ଏହାର ଶିକାର ହେଉଛନ୍ତି ସାଧାରଣ ଲୋକ । ଏମିତି ଅନେକ ଘଟଣା ସାମ୍ନା କୁ ଆସିଛି ଯେଉଁଠି ଲୁଟେରାମାନେ ଆଖି ପିଛୁଳାକେ ତାଙ୍କ ଝାମ୍ପି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking