38.1 C
Bhubaneswar
Tuesday, April 23, 2024
Homeଅପରାଧରାଜଧାନୀରେ ପୁଣି ଲୁଟ : ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଅଭିଯୋଗ

ରାଜଧାନୀରେ ପୁଣି ଲୁଟ : ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଲୁଟେରାଙ୍କ ଆଉ ଏକ ଘଟଣା ସାମ୍ନାକୁ ଆସିଥିବା ଗୁରୁବାର ଜଣାପଡ଼ଇଛି। ଜଣେ ମହିଳା ନିଜ ସ୍ୱାମୀଙ୍କ ସହ ବାଇକରେ ଯାଉଥିବା ବେଳେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନାଚେନ ଲୁଟ କରିଥିବା ଅଭିଯୋଗ ହୋଇଛି। ଏନେଇ ଖାରବେଳ ଥାନାରେ ଉକ୍ତ ଦମ୍ପତି ଅଭିଯୋଗ ମଧ୍ୟ କରିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ଦମ୍ପତି ୨ ନମ୍ବର ମାର୍କେଟରୁ ଫେରୁଥିବା ସମୟରେ କିଛି ଲୁଟେରା ତାଙ୍କ ପିଛା କରି ଚେନ ଝାମ୍ଫି ନେଇଥିଲେ। ଏହାପରେ ଲୁଟେରାଙ୍କ ପିଛା କରିଲେ ମଧ୍ୟ ଦମ୍ପତି ସେମାନେ ଫେରାର ହୋଇଯାଇଥିଲେ। ଘଟଣାର ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking