30.1 C
Bhubaneswar
Wednesday, April 24, 2024
Homeଅପରାଧନାଟକୀୟ ଢଙ୍ଗରେ ଚୋରି

ନାଟକୀୟ ଢଙ୍ଗରେ ଚୋରି

ନବରଙ୍ଗପୁର- ଦମ୍ପତ୍ତି ଏକ ସ୍କୁଟି ରେ ମନ୍ଦିର ଯାଉଥିବା ସମୟରେ ନାଟକୀୟ ଢଙ୍ଗରେ ଦମ୍ପତିଙ୍କ ଠାରୁ ସୁନା ଗହଣା ଚୋରି ହୋଇଛି । ୧୮ ତୁଳା ସୁନା ଗହଣା ଚୋରି କରି ନେଇଛନ୍ତି ଚୋର । ଦମ୍ପତି ମାନେ ହେଲେ ନବରଙ୍ଗପୁର ଦାସହରାପଦା ସାହିର ପି. ଲସମ ଲକ୍ଷ୍ମନ ରାଓ ଓ ପି.ଜୟାଲଷ୍ମୀ । ଆର. ସି.ଡି ହାଇସ୍କୁଲ ରାସ୍ତାରେ ଘଟିଛି ଏହି ଘଟଣା । ଆଗ ଛକରେ ପୋଲିସ ସୁନା ଗହଣା ପିନ୍ଧିବା ଲୋକଙ୍କୁ ୨ ହଜାର ଟଙ୍କା ଫାଇନ ମାଗୁଛନ୍ତି ତେଣୁ ଡିକିରେ ଗହଣା ରଖିବାକୁ କହିଥିଲେ । ଗହଣା କାଢି ଡ଼ିକିରେ ରଖିବା ସମୟରେ ହାତ ସଫା କରିଦେଇଛନ୍ତି ଚୋର । ଏହି ଘଟଣାରେ ୩ ଜଣ ଚୋର ସମ୍ପୃକ୍ତ ଥିବା ଜଣାପଡିଛି ।
https://onakhabar.com/2020/02/27/murder-case-58/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking