32.1 C
Bhubaneswar
Thursday, March 28, 2024
Homeଓଡିଶାଲୋଇସିଂହା ବିଜେଡିର ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମରେ କଳିକେଶ

ଲୋଇସିଂହା ବିଜେଡିର ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମରେ କଳିକେଶ

ବଲାଙ୍ଗିର (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ଲୋଇସିଂହା ବିଜେଡି ତରଫରୁ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ , ବଲାଙ୍ଗିର ପୁର୍ବତନ ସାସଂଦ ତଥା ରାଜ୍ଯ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ ଙ୍କ ଉପସ୍ଥିତି ରେ ଲୋଇସିଂହା ଗ୍ରାମ ପଞ୍ଚାୟତ ରେ ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମ ରେ ଲୋଇସିଂହା ସହରରେ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହିତ ଜନସାଧାରଣ ଙ୍କୁ ମହାମାରୀ କରୋନା ସଂକ୍ରମଣ ରୁ ଦୁରେଇ ରହିବା ପାଇଁ ସଚେତନ କରାଇଥିଲେ ।ଯୁବନେତା ନିତେଶ ଅଗ୍ରଓ୍ୱାଲ ଙ୍କ ନେତୃତ୍ବ ଏବଂ ଯୁବନେତା ପ୍ରକାଶ ମହାରଣାଙ୍କ ଦ୍ୱାରା ପରିଚାଲିତ ଏହି କାର୍ଯ୍ୟକ୍ରମ ରେ ଲୋଇସିଂହା ବିଜେଡି ର ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀ, ଜିଲ୍ଲା ବିଜେଡି ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ଜିଲ୍ଲା ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ, ଛାତ୍ର ରାଜ୍ଯ ସମ୍ପାଦକ ସୁମନ ନନ୍ଦ, ଜିଲ୍ଲା ଆଇଟି ସଂଯୋଜକ ବିଭୁତି ଭୁଷଣ ମିଶ୍ର, ପୁର୍ବତନ ଜିଲ୍ଲା ପରିଷଦ ସଭ୍ଯ ଅଶୋକ ବରିହା ବରିଷ୍ଠ ନେତା ସଞ୍ଜିବ ମିଶ୍ର , ସହଦେବ ସା, ସମ୍ପତ୍ତି ନନ୍ଦ, ଶିବ ପ୍ରସାଦ ବେହେରା, ଯିତେନ୍ଦ୍ର ସ୍ବାଇଁ, ପଣ୍ଡା, ସୁଧିର ଦାନୀ, ଗଜିନ୍ଦ୍ର ପଧାନ , କମ୍ପାନୀ ରାଉତ , ହେମାଲ ମେଶ୍ବାଲ, ସାନ୍ତନୁ ହୋତା, ରୋହିତ ସେଠ , ଉଜ୍ଜ୍ବଳ ପଧାନ, ତ୍ରିନାଥ ସାହୁ, କୀର୍ତ୍ତନ ମେହେର , ସମିତି ସଭ୍ଯ ନନ୍ଦକିଶୋର ଭୋଇ , ଚନ୍ଦ୍ର ମଣୀ ମେହେର, କାଲିଆ ଧରୁଆ, ସରୋଜ ମହାକୁର , ଯଗପତି ଦାନୀ, ଅଜୟ ବେହେରା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking