29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଜର୍ମାନୀରେ ପୁଣି ବଢିଲା ଲକଡାଉନ

ଜର୍ମାନୀରେ ପୁଣି ବଢିଲା ଲକଡାଉନ

ୟୁରୋପ : ୟୁରୋପରେ ପୁଣି ଥରେ ବଢିଛି ଲକଡାଉନ । ଜର୍ମାନୀରେ କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଏପ୍ରିଲ ୧୮ ଯାଏଁ ଲକଡାଉନକୁ ବୃଦ୍ଧି କରିଛନ୍ତି ୟୁରୋପ ଚାନସେଲର ଆଞ୍ଜେଲା ମାର୍କେନ ।

ଇଷ୍ଟର ପାଇର୍ ୫ ଦିନ ଛୁଟିରେ ଘରେ ରହିବାକୁ ଦେଶ ବାସୀଙ୍କୁ ଅପିଲ କରାଯାଇଛି । ବାହାରେ କିମ୍ବା ସାର୍ବଜନୀକ ସ୍ଥାନରେ ଉତ୍ସବ ପାଳନ ନକରିବାକୁ କୁହାଯାଇଛି । ତେବେ ଜର୍ମାନୀରେ ମାର୍ଚ୍ଚ ୨୮ ଯାଏଁ ଲକଡାଉନ ଲାଗୁ ହୋଇଥିଲା । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ଏବେ ପୁଣି ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଏବେ ୟୁରୋପରେ କୋରନାର ୩ୟ ଲହର ଯୋଗୁଁ ପରିସ୍ଥିତି ଚିନ୍ତାଜନକ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking