ବଡ ଘୋଷଣା : ମେ’ ୫ରୁ ସାରା ରାଜ୍ୟରେ ୧୪ଦିନ ପାଇଁ ଲକ୍ଡାଉନ୍
ଭୁବନେଶ୍ୱର : ରାଜ୍ୟରେ ଲକ୍ଡାଉନ୍ ଘୋଷଣା କଲେ ରାଜ୍ୟ ସରକାର । ମେ’ ୫ରୁ ୧୯ ପର୍ଯ୍ୟନ୍ତ ଲକ୍ଡାଉନ୍ ଘେଷଣା କରିଛନ୍ତି । ମେ’ ୫ ବୁଧବାର ସକାଳୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ରାଜ୍ୟରେ ୧୪ ଦିନ ପାଇଁ ଲକ୍ଡାଉନ୍ ଘୋଷଣା । ଲକଡାଉନ ବେଳେ ଲୋକେ କେବଳ ଚାଲି ଚାଲି ପରିବା ପାଇଁ ଯାଇପାରିବେ। ଘର ଠାରୁ ୫ଶହ ମିଟର ଦୂର ଯାଏ ଚାଲି ଚାଲି ପରିବା ଆଣିହେବ। କେବଳ ସକାଳ ୬ଟାରୁ … Continue reading ବଡ ଘୋଷଣା : ମେ’ ୫ରୁ ସାରା ରାଜ୍ୟରେ ୧୪ଦିନ ପାଇଁ ଲକ୍ଡାଉନ୍
Copy and paste this URL into your WordPress site to embed
Copy and paste this code into your site to embed