ହ୍ବାଟ୍ସଆପରେ ଏଣିକି ଟ୍ରେସ ହୋଇ ପାରିବନି ଲୋକେସନ

ହାଇଦ୍ରାବାଦ: ହ୍ବାଟ୍ସଆପରେ ଆସିବାକୁ ଯାଉଛି ଆଉ ଏକ ଫିଚର। ଏଣିକି ହ୍ବାଟ୍ସଆପ ଭଏସ ଏବଂ ଭିଡିଓ କଲ ଆହୁରି ହେବ ସୁରକ୍ଷିତ । ହ୍ବାଟ୍ସଆପ୍ ଭଏସ୍ ଏବଂ ଭିଡିଓ କଲକୁ ଅଧିକ ସୁରକ୍ଷିତ କରିବା ପାଇଁ ମେଟା ଏକ ନୂଆ ଫିଚର ଉପରେ କାମ କରୁଛି । କମ୍ପାନୀ ବର୍ତ୍ତମାନ ‘ପ୍ରୋଟେକ୍ଟ ଆଇପି ଆଡ୍ରେସ୍’ ନାମକ ଏକ ଫିଚର ଉପରେ କାମ କରୁଛି ଯାହା କଲ୍ ସମୟରେ ଆପଣଙ୍କ ଫୋନର IP ଆଡ୍ରେସ୍ ସୁରକ୍ଷିତ ରହିବ । … Continue reading ହ୍ବାଟ୍ସଆପରେ ଏଣିକି ଟ୍ରେସ ହୋଇ ପାରିବନି ଲୋକେସନ