ଋଣ ଦେବାକୁ ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଋଣ କରାଇଦେବାକୁ କହି ଟଙ୍କା ଠକି ନେବା ଅଭିଯୋଗରେ ପାହାଳ ଥାନା ପୋଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ କେନ୍ଦ୍ରପଡା ରାଜକନିକ ଅଞ୍ଚଳର ପ୍ରିୟବ୍ରତ ପ୍ରିତମ ସାହୁ । ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।ସୂଚନାଯୋଗ୍ୟ ଯେ, ଅଭିଯୋଗକରିଣୀ ଏବଂ ତାଙ୍କ ସ୍ୱାମୀ ଗତ ୫ବର୍ଷ ହେବ ପାହାଳ ଥାନା ଅନ୍ତର୍ଗତ ନୂଆଗାଁ ତିରଣପଡାରେ ରହୁଥିବା ବେଳେ ହଂସପାଳ ନିକଟରେ “ଥାନସ ସେଲୁନ” … Continue reading ଋଣ ଦେବାକୁ ଠକେଇ, ଅଭିଯୁକ୍ତ ଗିରଫ