ମହାପ୍ରଭୁଙ୍କ ପାଇଁ ଆସିଲା ଫଳ ଭାର

ପୁରୀ: ଜ୍ୱରରେ ପୀଡ଼ିତ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହୋଇଛନ୍ତି । ଆଜି ଅନବସରର ନବମୀ ତିଥିରେ ମହାପ୍ରଭୁଙ୍କ ପାଇଁ ଆସିଛି ଫଳ ଭାର । ଷଷ୍ଠୀ ତିଥିରୁ ସୁଦ୍ଧ ସୁଆରଙ୍କ ଘରୁ ଆସିଥିବା ଓଷ ମହାପ୍ରଭୁଙ୍କୁ ଲାଗି କରାଯାଉଛି । ଆଜି ଓଷ ଲାଗିର ଅନ୍ତିମ ଦିବସ । ଆସନ୍ତାକାଲି ମହାପ୍ରଭୁଙ୍କ ଚକା ବିଜେ କରାଯିବ । ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଗୁପ୍ତ … Continue reading ମହାପ୍ରଭୁଙ୍କ ପାଇଁ ଆସିଲା ଫଳ ଭାର