ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଅତୁଳନୀୟ

ଭବାନୀପାଟଣା: କଳା ମଞ୍ଜୁଳ କଳାହାଣ୍ଡି କଳା ଓ ସାହିତ୍ୟର ଏକ ପ୍ରମୁଖ ସାଧନା ପୀଠ। ଏ ମାଟି ବହୁ ସାରସ୍ୱତ ସାଧକଙ୍କୁ ଜନ୍ମ ଦେଇଛି। ଔପନ୍ୟାସିକ ସୋମେଶ୍ୱର, ବେହେରା, ପର୍ଶୁରାମ ମୁଣ୍ଡ, ଭୁବନେଶ୍ୱର ବେହେରା, କୃଷ୍ଣ ଚନ୍ଦ୍ର ମହାପାତ୍ର, ରାହସ ବିହାରୀ ବେହେରା, ଯଶୋଧରା ମିଶ୍ର, ଅଖିଳ ନାଏକ,ବିଜୟ ପ୍ରଧାନ, ଡ଼ ସୁନୀତି ମୁଣ୍ଡ ଙ୍କ ଦ୍ଵାରା ରଚିତ ଉପନ୍ୟାସ ଗୁଡିକ ବେଶ ପାଠକୀୟ ଆଦୃତି ଲାଭ କରିବା ସହ ଓଡ଼ିଆ ଉପନ୍ୟାସ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ … Continue reading ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଅତୁଳନୀୟ