30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶସହିଦ ହୋଇଥିବା ୨୦ ଯବାନଙ୍କ ତାଲିକା ପ୍ରକାଶ

ସହିଦ ହୋଇଥିବା ୨୦ ଯବାନଙ୍କ ତାଲିକା ପ୍ରକାଶ

ନୂଆଦିଲ୍ଲୀ: ଗାଲଓାନ ଭ୍ୟାଲିରେ ସହିଦ ହୋଇଥିବା ୨୦ ଯବାନଙ୍କ ତାଲିକା ପ୍ରକାଶ ପାଇଛି । ଯାହା ମଧ୍ୟରେ ପ୍ରଥମେ ୧ ସୁବେଦାର ସତନାମ ସିଂ, ୨ ନାଏବ ସୁବେଦାର ମନଦୀପ୍ ସିଂ, ୩ ସିପାହୀ କୁନ୍ଦନ କୁମାର, ୪ ସିପାହୀ ଅମନ କୁମାର, ୫ ନାଏବ ଦୀପକ ସିଂ, ୬ ସିପାହୀ ଚନ୍ଦନ କୁମାର, ୭ ସିପାହୀ ଗଣେଶ ହାସଦା, ୮ ସିପାହୀ ଗଣେଷ ରାମ୍‌, ୯ ସିପାହୀ କେ କେ ଓଝା, ୧୦ ସିପାହୀ ରାଜେଶ ଓରୁନ୍‌, ୧୧ ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ, ୧୨ ନାଏବ ସୁବେଦାର ନନ୍ଦୁରାମ୍ ସୋରେନ, ୧୩ ହାବିଲଦାର ସୁନୀଲ କୁମାର, ୧୪ କର୍ଣ୍ଣେଲ ବି ସନ୍ତୋଷ ବାବୁ, ୧୫ ସିପାହୀ ଜୟକିଶୋର ସିଂ, ୧୬ ହାବିଲଦାର ବିପୁଳ ରାୟ, ୧୭ ସିପାହୀ ଗୁରୁତେଜ ସିଂହ, ୧୮ ସିପାହୀ ଅଙ୍କୁଶ, ୧୯ ସିପାହୀ ଗୁରୁବିନ୍ଦର ସିଂ ଓ ୨୦ ହାବିଲଦାର କେ ପଲାନୀ ।
ତେବେ ସହୀଦ ହୋଇଥିବା ଏହି ଯବାନ ମାନଙ୍କ ମଧ୍ୟରୁ ଦୁଇ ଜଣ ଓଡିଆ ବି ସହୀଦ ହୋଇଛନ୍ତି । ବର୍ତ୍ତମାନ ସହିଦଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଚୀନର ଏହି ଦୌରାତ୍ମ୍ୟ ପାଇଁ ଆଜି ଭାରତୀୟ ଯବାନ ସହିଦ ହୋଇଛନ୍ତି । ସୋମବାର ରାତିରେ ଭାରତୀୟ ଯବାନ ଓ ଚୀନ ସୈନିକଙ୍କ ମଧ୍ୟରେ ଦମଦାର ସଂଘର୍ଷ ହୋଇଥିଲା । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ ତାରିଖରେ ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking