33.1 C
Bhubaneswar
Thursday, April 25, 2024
Homeଅପରାଧଭଦ୍ରକ ରେ ୩୫୦୦ ଲିଟର ଦେଶୀ ମଦ ଜବତ

ଭଦ୍ରକ ରେ ୩୫୦୦ ଲିଟର ଦେଶୀ ମଦ ଜବତ

ଭଦ୍ରକ: ଅବକାରୀ ବିଭାଗର ର ବଡ ସଫଳତା। ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ଛକ ନିକଟରୁ ଦେଶୀ ମଦ ଜବତ କରାଯାଇଛି। ଯାହା ଆନୁମାନିକ ୩୫୦୦ ଲିଟର ବୋଲି ଜଣାପଡିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ସଞ୍ଜୟ ଦାସ ଓ ରଶ୍ମୀରଞ୍ଜନ ବେହେରା
ଏକ ମଦ ବୋଝେଇ ମିନି ଟ୍ରକ୍ ବାଲେଶ୍ୱରରୁ ଭଦ୍ରକ ଆସୁଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ରାଣୀତାଲ ଛକ ନିକଟରେ ଟ୍ରକ୍‌କୁ ଅଟକାଇ ୩୫୦୦ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ମଦ ଜବତ କରିଥିଲେ ଅବକାରୀ ବିଭାଗର କର୍ମଚାରୀ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ମିନି ଟ୍ରକ୍‌କୁ ଜବତ କରିଛି ଅବକାରୀ ବିଭାଗ। ଏତେ ସଂଖ୍ୟକ ମଦ କେଉଁଠୁ ଆସିଲା ଓ କେଉଁମାନେ ଗିରଫ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଅଛନ୍ତି ତାକୁ ନେଇ ଅବକାରୀ ବିଭାଗ ର ଚାଲିଛି ଖୋଳତାଡ଼ ।
https://onakhabar.com/2020/01/31/baranasi-flight/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking