ଚୂନ ଖଣି ଧସି ୭ ଶ୍ରମିକ ମୃତ: ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନୂଆଦିଲ୍ଲୀ: ଚୂନ ପଥର ଖସି ୭ ଶ୍ରମିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଛତିଶଗଡ଼ ରାଜ୍ୟର ଜଗଦଲପୁର ଅଞ୍ଚଳରେ ଘଟିଯାଇଛି । ବସ୍ତରର ଜଗଦଲପୁର ଠାରୁ ୧୧ କିଲୋମିଟର ଦୂରରେ ଥିବା ମାଲଗାଓଁରେ ହଠାତ ଚୂନ ଖଣି ଧସି ଯାଇଥିଲା । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଗ୍ରାମବାସୀ ଫସି … Continue reading ଚୂନ ଖଣି ଧସି ୭ ଶ୍ରମିକ ମୃତ: ଜାରି ରହିଛି ଉଦ୍ଧାର କାର୍ଯ୍ୟ
Copy and paste this URL into your WordPress site to embed
Copy and paste this code into your site to embed