ବ୍ରହ୍ମପୁର : ବିଦେଶରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ । ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବିଶାଖାପାଟଣାରୁ ୩ ଗିରଫ । ଗିରଫ ସହ ୯୨ଟି ପାସ୍ପୋର୍ଟ ଓ ଭିସା ଜବତ କଲା ବ୍ରହ୍ମପୁର ପୋଲିସ । ଚାକିରି କରେଇଦେବାକୁ କହି ଜଣଙ୍କ ପିଛା ୫୦ ହଜାର ନେଉଥିଲେ । ଖଲ୍ଲିକୋଟର ଜଣେ ଯୁବକଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ।