24.1 C
Bhubaneswar
Friday, February 23, 2024
Homeଦେଶ ବିଦେଶବଜ୍ରପାତ ନେଲା ୧୪ ଜୀବନ

ବଜ୍ରପାତ ନେଲା ୧୪ ଜୀବନ

ଗୁଜରାଟ: ଗୁଜରାଟରେ ଅଦିନିଆ ବର୍ଷା ଲୋକଙ୍କୁ ଭୟଭୀତ କରିଛି । ବର୍ଷା ସାଙ୍ଗକୁ ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୧୪ଜଣଙ୍କ ଜୀବନ ଯାଇଛି । ରବିବାର ସାରା ରାଜ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । ଶୀତଦିନ ଆରମ୍ଭରୁ ପଶ୍ଚିମ –ଉପକୂଳ ରାଜ୍ୟ ଗୁଜୁରାଟରେ ହଠାତ୍ ମୌସୁମୀ ସକ୍ରିୟ ହେବା ପରିସ୍ଥିତି ଦେଖାଯାଇଥିଲା । ଫଳରେ ଅଦିନିଆ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking