29.1 C
Bhubaneswar
Wednesday, April 24, 2024
Homeଓଡିଶାଅବପାତ ପ୍ରଭାବ ; ଉତ୍ତର ଓଡ଼ିଶାରେ ବର୍ଷା

ଅବପାତ ପ୍ରଭାବ ; ଉତ୍ତର ଓଡ଼ିଶାରେ ବର୍ଷା

ଭୁବନେଶ୍ୱର : ବାଂଲାଦେଶ ଉପକୂଳରେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ସକ୍ରିୟ ରହିଛି । ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ ଉପକୂଳରେ ସକ୍ରିୟ ରହିଛି । ଏବେ ପାରାଦୀପ ଠାରୁ ପୂର୍ବ – ଉତ୍ତରପୂର୍ବ ଦିଗରେ ୨୦୦ କିମି ଦୂରରେ ସକ୍ରିୟ ରହିଛି । ଆଜି ମଧ୍ୟାହ୍ନରେ ବାଂଲଦେଶ ଖେପୁପରାରେ ସୁନ୍ଦରବନ ଅତିକ୍ରମ କରିପାରେ । ତେଣୁ ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି । ମୟୁରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking