27.8 C
Bhubaneswar
Wednesday, April 17, 2024
Homeଓଡିଶାଲଘୁଚାପ ନେଲା ଅବପାତ; ଧୂମ ବର୍ଷା

ଲଘୁଚାପ ନେଲା ଅବପାତ; ଧୂମ ବର୍ଷା

ଭୁବନେଶ୍ୱର: ଅବପାତର ରୂପ ନେଲା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ । ଆଗାମୀ କିଛି ଘଣ୍ଟାରେ ଏହା ଘନୀଭୂତ ହୋଇ ଗଭୀର ଅବପାତ ର ସମ୍ଭାବନା ରହିଛି । ଏହଗା ବିଶାଖାପାଟଣାରୁ ଦକ୍ଷିଣ-ଦକ୍ଷିଣପୂର୍ବ ୨୮୦ କିମି ଦୂୀରରେ କେନ୍ଦ୍ରୀଭୂତ ହେବାର ଆଶଙ୍କା ରହିଛି । ଆଜି ମଧ୍ୟରାତ୍ରିରେ ନର୍ସାପୁର ଓ ବିଶାଖାପାଟଣା ମଧ୍ୟ ଦେଇ ଅତିକ୍ରମ କରିବ । ଏବେ ଘଣ୍ଟାକୁ ୪ କିମି ବେଗରେ ଗତି କରୁଛି ଅବପାତ । ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ଓ ପବନର ସମ୍ଭାବନା ଦେଖାଦେଇଛି । ବର୍ଷା ସହ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking