30.1 C
Bhubaneswar
Wednesday, April 24, 2024
Homeଘରକରଣାବାସନ କରନ୍ତୁ ଚିକ ଚିକ ,ଜଣାନ୍ତୁ ଘରୋଇ ଉପାୟ...

ବାସନ କରନ୍ତୁ ଚିକ ଚିକ ,ଜଣାନ୍ତୁ ଘରୋଇ ଉପାୟ…

ଭୁବନେଶ୍ୱର : ପ୍ରତେକ ଘରଣୀ ଚାହାନ୍ତି ଘରକୁ ସଫା ରଖିବା ଏବଂ ଘରର ପ୍ରତେକ ଜିନିଷକୁ ସଫା ରଖିବା। ଘରର ଚଟାଣ ହେଉ ଅବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍ ଓ ବାସନକୁସନଗୁଡ଼ିକୁ ସଫା ରଖିବା ବି ଜରୁରୀ ଅଟେ । ଏସବୁକୁ ସଫା କଲା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ତା’ହେଲେ ଏଗୁଡ଼ିକୁ ଆପଣ ଖୁବ୍ ସହଜରେ ସଫା କରିପାରିବେ।
ଖାଦ୍ୟ ପୋଡ଼ିଗଲେ ଏହାର ପୋଡ଼ା ଦାଗ ବାସନରୁ ସହଜରେ ଛାଡ଼ି ନଥାଏ। ଏଥିପାଇଁ ଆପଣ ଭିନେଗାର୍ ବ୍ୟବହାର କରିପାରିବେ। ପ୍ରଥମେ ପୋଡ଼ା ବାସନରେ ଭିନେଗାର୍ ଓ ପାଣି ମିଶାଇ କିଛି ସମୟ ଗ୍ୟାସ୍‌ରେ ଫୁଟାନ୍ତୁ। ଏହାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ସଫା କରିବା ପରେ ଦେଖିବେ ପୋଡ଼ା ଦାଗ ସହଜରେ ଛାଡ଼ିଯିବ। ଷ୍ଟିଲ୍‌, ପିତ୍ତଳ ଓ କପର୍ ବାସନକୁ ସଫା କରିବା ପାଇଁ ବେକିଂ ସୋଡ଼ା ବ୍ୟବହାର କରନ୍ତୁ। ଆପଣ ଚାହିଁଲେ ଏହାକୁ ଖଟା ପଦାର୍ଥରେ ମାଜି ପାରିବେ ଯାହା ଚିକ ଚିକ କରିବ ଘରର ଚଟାଣ ସଫା କରିବା ପାଇଁ ଆପଣ ଲୁଣକୁ ବ୍ୟବହାର କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking