ଯୌତୁକ ପାଇଁ ଜୀବନ ଗଲା ! : ସ୍ୱାମୀ, ଦେଢ଼ଶୁର ଓ ଦିଅର ଅଟକ

ଭଞ୍ଜନଗର : ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଖମାରପଲ୍ଲୀ ଗାଁରେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି । ବନ୍ଦିତା ସାହୁ ନାମକ ଦୁଇଟି ସନ୍ତାନର ମାଙ୍କ ମୃତ୍ୟୁ ହୋଇଥିବା ବେଳେ, ସ୍ୱାମୀ ଘର ଲୋକଙ୍କୁ ଦାୟୀ କରିଛନ୍ତି ମୃତ ମହିଳାଙ୍କ ବାପଘର ଲୋକେ । ଏନେଇ ଥାନାରେ ଏକ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି । ମାମୁଁ ରବିନ୍ଦ୍ର ସାହୁ ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଭିତ୍ତି କରି ଜଗନ୍ନାଥପ୍ରସାଦ ଥାନାରେ ଏକ … Continue reading ଯୌତୁକ ପାଇଁ ଜୀବନ ଗଲା ! : ସ୍ୱାମୀ, ଦେଢ଼ଶୁର ଓ ଦିଅର ଅଟକ