ଅପମିଶ୍ରଣ କରୁଥିଲେ ବର୍ତ୍ତିବେନି : ମନ୍ତ୍ରୀ

ଭୁବନେଶ୍ୱର : ଅପମିଶ୍ରଣକୁ ରୋକାଯିବ କହିଲେ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଚଢାଉ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେହି ବି ବର୍ତ୍ତିବେନି, କାହାକୁ ଛଡାଯିବନି । କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମହାଲିଙ୍ଗ-ଅରୁଣ ମୁହାଁମୁହିଁ