ପ୍ରେସକ୍ରିପସନ୍ରେ ଆଣ୍ଟିବାୟୋଟିକ୍ ଲେଖୁଥିଲେ କାରଣ ଦର୍ଶାଇବାକୁ ଚିଠି
ଭୁବନେଶ୍ୱର: ପ୍ରେସକ୍ରିପସନ୍ରେ ଆଣ୍ଟିବାୟୋଟିକ୍ ଲେଖୁଥିଲେ କାରଣ ଦର୍ଶାଇବାକୁ ଚିଠି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସବୁ ମେଡିକାଲ କଲେଜ ଅଧୀକ୍ଷକଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି । କେନ୍ଦ୍ର ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ କରିବାକୁ କହିଲେ ସଚିବ । ଆଣ୍ଟିବାୟୋଟିକ୍ ଲେଖୁଥିଲେ ଲକ୍ଷଣ, କାରଣ, ଯୌକ୍ତିକତା ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପଶ୍ଚିମବଙ୍ଗରେ ଆପ୍ ଏକା ଲଢିବ : ଭଗୱନ୍ତ ମାନ୍
Copy and paste this URL into your WordPress site to embed
Copy and paste this code into your site to embed