ମୋବାଇଲ ହ୍ୟାକ୍ ହେଲେ କ’ଣ କରିବେ ଆସନ୍ତୁ ଜାଣିବା…..

ଭୁବନେଶ୍ୱର:ବର୍ତ୍ତମାନ ସମୟରେ ଫୋନ୍ ହ୍ୟାକିଂ ହେଉଛି ସବୁଠାରୁ ବଡ ସମସ୍ୟା। ଯଦି କାହାର ଫୋନ୍ ହ୍ୟାକ୍ ହୁଏ, ତେବେ ସ୍କାମର କିଛି ମିନିଟ୍‌ରେ ତାଙ୍କ ବ୍ୟାଙ୍କ ବାଲାନ୍ସ ଖାଲି କରିନେଇଯିେବ। ସେଥିପାଇଁ ହ୍ୟାକରମାନେ ବିଭିନ୍ନ ପ୍ରକାରର ସଫ୍ଟୱେର ମାଧ୍ୟମରେ ସ୍ମାର୍ଟ ଫୋନ୍ ହ୍ୟାକ୍ କରିବାକୁ ଚେଷ୍ଟା କରୁଛନ୍ତି। ଇ-ମେଲଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍ ବିବରଣୀ ପର୍ଯ୍ୟନ୍ତ, ଆଜି ଆପଣଙ୍କର ସମସ୍ତ ସୂଚନା ଫୋନରେ ସେଭ୍ ହୋଇଛି। ହ୍ୟାକରମାନେ ମଧ୍ୟ ଆପଣଙ୍କର ପର୍ସନାଲ ଓ ପ୍ରାଇଭେଟ୍ ଫଟୋ ଉପରେ … Continue reading ମୋବାଇଲ ହ୍ୟାକ୍ ହେଲେ କ’ଣ କରିବେ ଆସନ୍ତୁ ଜାଣିବା…..