ଆସନ୍ତୁ ଜାଣିବା ରାସ୍ତା ନଥିବା ଗାଁର କିଛି ରୋଚକ ତଥ୍ୟ ବିଷୟରେ….
ନୂଆଦିଲ୍ଲୀ: ସାଧାରଣତଃ ଗାଁଟିଏ କିପରି ହୋଇଥିବ, ତାହାକୁ ସଂଯୋଗ କରୁଥିବା ରାସ୍ତାରୁ ବୁଝା ପଡ଼ିଥାଏ। ବେଳେ ବେଳେ କୌଣସି ଏକ ଗାଁକୁ ପକ୍କା ରାସ୍ତା ନଥିବାରୁ ଅଧାରୁ ଆମ୍ବୁଲାନ୍ସ ଫେରିଆସିବା ପରି ଖବର ସଂପୃକ୍ତ ଗାଁଟି ଅପନ୍ତରା ଇଲାକାରେ ଥିବା କଥାକୁ ସ୍ପଷ୍ଟ କରିଥାଏ। ସୁତରାଂ ଗାଁଟିଏ ରହିଛି ମାନେ ସେଠିକି କଚ୍ଚା ହେଉ ବା ପକ୍କା ହେଉ, ସବୁଦିନିଆ ହେଉ ବା ଋତୁକାଳୀନ ହେଉ, ରାସ୍ତାଟିଏ ନିଶ୍ଚିତ ରହିଥିବ। କାରଣ ଯାତାୟାତ ପାଇଁ ସେଠିକି ରାସ୍ତାଟିଏ … Continue reading ଆସନ୍ତୁ ଜାଣିବା ରାସ୍ତା ନଥିବା ଗାଁର କିଛି ରୋଚକ ତଥ୍ୟ ବିଷୟରେ….
Copy and paste this URL into your WordPress site to embed
Copy and paste this code into your site to embed